More problem we solve, stronger we build ourselves

Software Professional, Author, Writer & Poet

About me

Information technology is my profession, but history and political science are my passion.

ସୂଚନା ପ୍ରଯୁକ୍ତିବିଦ୍ୟା ହେଉଛି ମୋର ବୃତ୍ତି, ମାତ୍ର ଇତିହାସ ଏବଂ ରାଜନୀତି ବିଜ୍ଞାନ ମୋର ଉତ୍ସାହ ଅଟେ ।

Deepak Kumar Jena

ଦୀପକ କୁମାର ଜେନା

A Software Professional & Writer

ଜଣେ ବୃତ୍ତିଗତ ସଫ୍ଟୱାର ଇଂଜିନିୟର ଲେଖକ

English    Odia

Born in a remote area of ​​Odisha, an eastern state of India, Deepak Jena spent his childhood listening to ancient Indian stories. He holds a bachelor's degree in History and Political science from Utkal University, Odisha, as well as a B.Sc in Information Technology from Kuvempu University, Karnataka. While he is a software engineer by profession, he now lives in Hyderabad and works for a multinational software company. He has always had an interest and passion in the study and research of history and ancient Indian texts. "Information technology is my profession, but history and political science are my passion," he says.

Jena has always insisted on presenting the most inexplicable facts of Indian ancient science and history with transparency and excellence.

ଭାରତର ଏକ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ଏକ ଦୁର୍ଗମ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ଦୀପକ ଜେନାଙ୍କର ପିଲାଦିନ ଭାରତୀୟ ପ୍ରାଚୀନ କାହାଣୀ ଶୁଣିବାରେ ଅତିବାହିତ ହୋଇଥିଲା । ସେ ଉତ୍କଳ ବିଶ୍ୱବିଧ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିବା ସହିତ କର୍ଣ୍ଣାଟକର କୂଭେମ୍ପୁ ବିଶ୍ୱବିଧ୍ୟାଳୟରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଏସସି ହାସଲ କରିଛନ୍ତି । ବୃତ୍ତିଗତ ଭାବେ ଜଣେ ସଫ୍ଟୱାର ଇଂଜିନିୟର ହୋଇଥିବାବେଳେ ସେ ବର୍ତ୍ତମାନ ହାଇଦରାବାଦରେ ରହି ଏକ ବହୁରାଷ୍ଟ୍ରୀୟ ସଫ୍ଟୱାର କମ୍ପାନୀରେ କାର୍ଯ୍ୟରତ । ଇତିହାସ ଏବଂ ଭାରତୀୟ ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଉପରେ ଅଧ୍ୟୟନ ଓ ଅନୁସନ୍ଧାନ କରିବା ପ୍ରତି ତାଙ୍କର ସର୍ବଦା ଆଗ୍ରହ ତଥା ଉତ୍ସାହ ରହି ଆସିଛି । ସେ କୁହନ୍ତି - "ସୂଚନା ପ୍ରଯୁକ୍ତିବିଦ୍ୟା ହେଉଛି ମୋର ବୃତ୍ତି, ମାତ୍ର ଇତିହାସ ଏବଂ ରାଜନୀତି ବିଜ୍ଞାନ ମୋର ଉତ୍ସାହ ଅଟେ ।"

ଭାରତୀୟ ପ୍ରାଚୀନ ବିଜ୍ଞାନ ଏବଂ ଇତିହାସର ସର୍ବ ସାଧାରଣରେ ଅବିଦ୍ୟାମାନ ତଥ୍ୟ ଗୁଡିକୁ ଜେନା ସର୍ବଦା ସ୍ୱଚ୍ଛ ଏବଂ ପାରଦର୍ଶୀତାର ସହିତ ପରିବେଷଣ କରିବା ପ୍ରତି ଜୋର ଦେଇଥାନ୍ତି ।

Contact Me
About Me
0
Software Engineering exp.
ସଫ୍ଟୱାର ଇଂଜିନିୟରିଂ ରେ ଅନୁଭବର ବର୍ଷ
0
Author of Books
ପ୍ରକାଶିତ ପୁସ୍ତକ
0
Blog Published
ପ୍ରକାଶିତ ବ୍ଲଗ
0
Language Known
ଭାଷା ଜ୍ଞାନ

Books

Presenting the most inexplicable facts with transparency and excellence.

 

  • ISBN - 978-81-945989-8-5
  • Pages - 227
  • Available - Amazon, Flipkart, Amazon Kindle, Google Books

ସୁବର୍ଣ୍ଣ ଭାରତ - ଏକ ଉପେକ୍ଷିତ ସଭ୍ୟତାର ଅଦୃଶ୍ୟ କସ୍ତୁରୀ (Under Publish)

The book brings to the fore the invisible and realistic aspects of ancient Indian science by comparing it with the potential of modern science. It also gives factual explanations for the underlying causes and history behind the decline of advanced Indian civilization as well as the hidden aspects of political ideology and deception. The main purpose of this book is to try to introduce Indian society as a deer musk with its invisible potential and real facts.

ନିଜ ରାଜ୍ୟର ପରିସୀମା ଏବଂ ଶ୍ରେଷ୍ଠ ମାନୁଥିବା ନିଜର ଏକ ନିର୍ଦ୍ଧିଷ୍ଟ ବିଚାରଧାରାକୁ ସମ୍ପ୍ରସାରଣ କରିବାର ସଫଳ ତଥା ବର୍ବର ମନୋବୃତ୍ତି ବିଶ୍ୱର ଅନେକ ମହାନ ଓ ମହତ୍ତ୍ୱପୂର୍ଣ୍ଣ ପୁରାତନ ସଭ୍ୟତା ଗୁଡିକୁ ସମ୍ପୂର୍ଣ ଭାବେ ବିଲୁପ୍ତ କରିଦେଇଥିବା ବେଳେ ଏହାଠୁ ଅଧିକ ତାଣ୍ଡବର ଦୃଶ୍ୟ ଦେଖିଥିବା ଭାରତ ଏକମାତ୍ର ପୁରାତନ ଜୀବିତ ସଭ୍ୟତା ଭାବେ ଆଜିବି ନିଜର ଉପସ୍ଥିତି ଜାହିର କରେ । ବିଦେଶୀମାନଙ୍କର ଶାସନ ଓ ବିଚାରଧାରାର ଅଧୀନତ୍ଵ ହୋଇ ଲୁଟ, ନର ସଂହାର, ଧ୍ୱଂସ, ବର୍ବରତା ତଥା ଅତ୍ୟାଚାର ସହିତ ସହସ୍ର ବର୍ଷ ଅତିବାହିତ କରିଥିବା ଭାରତ ଏହାର ଅନେକ ଅତୁଳନୀୟ ସାମର୍ଥ୍ୟ ଓ ଐତିହମାନ ହରାଇଥିବା ବେଳେ ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ଏବଂ ନିଜର ଆଧୁନିକ ବୁଦ୍ଧିଜୀବୀ ଓ ରାଜନୈତିକ ବର୍ଗଦ୍ୱାରା ଉପେକ୍ଷା ଓ ବୌଦ୍ଧିକ ଅତ୍ୟାଚାର ସହନରୁ ବର୍ତ୍ତି ପାରିନାହିଁ । ଏକଦା ସୁବର୍ଣ୍ଣର ପକ୍ଷୀ ବୋଲାଉଥିବା ଭାରତ ଏହାର ଜ୍ଞାନର ଅପାର ଭଣ୍ଡାର, ସାମାଜିକ ସଦ୍ଭାବନା, ଅର୍ଥନୈତିକ ଶକ୍ତି ଏବଂ ବିଶେଷ କରି ବିଜ୍ଞାନର ଦକ୍ଷତା ଏହାକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା । ଆଧୁନିକ ଭାଷାରେ ବିଶ୍ୱର ପ୍ରଥମ ଧର୍ମ ସନାତନ ଧର୍ମ ବ୍ୟତୀତ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ପରି ଅନେକ ଅଗ୍ରଧାଡିର ଧର୍ମ ଏବଂ ଧାର୍ମିକ ସମ୍ପ୍ରଦାୟ ଗୁଡିକର ଉତ୍ପତି ଏହିଠାରେ ହୋଇଥିବା ବେଳେ, ସମସ୍ତ ମତ ମାନ୍ୟତାକୁ ସମ୍ମାନ ଦେଇ ସେଗୁଡିକର ପୃଷ୍ଠପୋଷକତା କରିବାପାଇଁ ନିଜର ଶାହାଣ ମେଲା କରିଥିବା ଭାରତ ସର୍ବଦା ଜ୍ଞାନ ଏବଂ ବୌଦ୍ଧିକ ବିକାଶର ଭୂଖଣ୍ଡ ଭାବେ ନିଜର ପରିଚୟ ସୃଷ୍ଟି କରିଆସିଛି । ବିଦେଶୀ ଓ ସେମାନଙ୍କର ଭାରତୀୟ ଅନୁଗାମୀ ମାନଙ୍କ ଦ୍ୱାରା ନିଜର ଶାସନ ଓ ବିଚାର ଧାରାକୁ ବୈଧ୍ୟ ଦର୍ଶାଇବାପାଇଁ ଗଢାଯାଇଥିବା "ଅନୁନ୍ନତ ସମାଜ" ର ଏକ କାଳ୍ପନୀୟ ଛାପ ଭାରତୀୟ ମାନଙ୍କୁ ନିଜର ବାସ୍ତବିକ ପାର୍ଥିବ ରୂପ ପ୍ରତି ଧ୍ୟାନ ହଟାଇ ଉକ୍ତ ଛାପର ଛାୟାକୁ ନିଜ ସଭ୍ୟତାର ବାସ୍ତବିକ ରୂପ ଭାବେ ମାନିନେବାକୁ ବାଧ୍ୟ କରିଆସୁଛି । ଭାରତୀୟ ସଭ୍ୟତା ନିଜର ଅନେକ ବହୁ ମୂଲ୍ୟବାନ ଜ୍ଞାନ, ବିଜ୍ଞାନ, ସାମାଜିକ, ଓ ଅର୍ଥନୈତିକ ସମ୍ପତ୍ତି ଆଦି ହରାଇଥିଲେ ସୁଦ୍ଧା ଉକ୍ତ କ୍ଷେତ୍ରରେ ଆଜିବି ବହୁଳ ପରିମାଣରେ ପ୍ରାଚୀନ ସମ୍ପତି ଉପଲବ୍ଧ ରହିଅଛି ଯାହାର ଉପଯୋଗ (ଆଜିର ପ୍ରାୟ ସମସ୍ତ କ୍ଷେତ୍ରରେ ଅନ୍ୟ ଦେଶ ଗୁଡିକ ମଧ୍ୟରେ ଦୌଡରେ ପଛରେ ପଡ଼ିଯାଇଥିବା) ଏହି ସମାଜକୁ ଉକ୍ତ କ୍ଷେତ୍ର ଗୁଡିକରେ ଅଭିବୃଦ୍ଧିର ଏକ ଚରମ ସୋପାନରେ ପହଞ୍ଚାଇପାରିବାର ସାମର୍ଥ୍ୟ ରଖିଥାଏ । ମାତ୍ର ଭାରତୀୟ ସଭ୍ୟତାର ଉକ୍ତ ସାମର୍ଥ୍ୟ ଆଜି ନିଜର ଆଧୁନିକ ପିଢ଼ି ପାଖରେ ଅଦୃଶ୍ୟ ସାଜି ମୃଗର ନାଭି ମଧ୍ୟରେ ଥିବା କସ୍ତୁରୀ ଭାତି ପ୍ରତୀତ ହେଉଅଛି । ଫଳସ୍ୱରୂପ ଭାରତୀୟ ଆଧୁନିକ ବର୍ଗ ପାଶ୍ଚାତ୍ୟ ଚିନ୍ତାଧାରାରେ ଓତଃପ୍ରୋତଃ ହୋଇ ନିଜର ବାସ୍ତବିକ ଦକ୍ଷତାକୁ ନଗଣ୍ୟ ମାନି କେଜାଣି ଅନ୍ୟ କେଉଁ କସ୍ତୁରୀର ବାସ୍ନା ଅନ୍ୱେଷଣରେ ନିଜକୁ ଆଧୁନିକତାର ଦୌଡରେ ସାମିଲ କରିନେଇଛି ।

ଏହି ପୁସ୍ତକଟି ଆଧୁନିକ ବିଜ୍ଞାନ ପରିପ୍ରେକ୍ଷୀରେ ଭାରତୀୟ ପ୍ରାଚୀନ ବିଜ୍ଞାନର ସାମର୍ଥ୍ୟକୁ ତଥ୍ୟାତ୍ମକ ଭାବେ ତୁଳନା କରି ଏହାର ଅଦୃଶ୍ୟ ତଥା ବାସ୍ତବିକ ରୂପରେଖ ଗୁଡିକୁ ସାମ୍ନାକୁ ଆଣିଥାଏ । ଉନ୍ନତ ଭାରତୀୟ ସଭ୍ୟତାର ଅବନ୍ନତି ହେବା ପଛରେ ବାସ୍ତବିକ କାରଣ ଓ ଇତିହାସର ପ୍ରତିପାଦନ କରିବା ସହିତ ରାଜନୈତିକ ବିଚାରଧାରା ଓ ପ୍ରବଞ୍ଚ ଆଦିର ଲୁକ୍କାୟିତ ଦିଗ ଗୁଡିକ ଉପରେ ମଧ୍ୟ ଏହା ତଥ୍ୟାତ୍ମାକ ଵ୍ୟାଖ୍ୟାନ କରିଥାଏ । ମୃଗ ରୂପି ଭାରତୀୟ ସମାଜକୁ ନାଭିର କସ୍ତୁରୀ ରୂପି ଏହାର ଅଦୃଶ୍ୟ ସାମର୍ଥ୍ୟ ଓ ବାସ୍ତବିକ ତଥ୍ୟ ସାଥେ ପରିଚିତ କରିବାର ପ୍ରୟାଶ ହିଁ ଏହି ପୁସ୍ତକଟିର ମୂଳ ଉଦ୍ଦେଶ୍ୟ ।

Book available on

Ask me to send you this book.

My books

Software Engineer

Azure Cloud, AI, Business App Development, Product Analysis & Development, Researcher...

Deepak Jena is a software engineer with more than 10 years of work experience. He has been developing cutting-edge software solutions as well as providing superior customer experience for a variety of businesses or domains such as finance, manufacturing, human resources, education, and the aviation industries. Under his leadership, he has developed and delivered numerous software products and services that have made the classic business system smooth, seamless, more cost-effective, and efficient. Deepak is highly experienced with many advanced software languages, technologies, and methods including Microsoft language and technology, PowerShell, Scrum and Agile, DevOps, etc. For the past 4 years, he has been working on cloud, artificial intelligence, machine learning, and other predictive analytics. In addition to this, relocating the on-premise business and their IT infrastructure to the public, private and hybrid cloud environment is another key feature of his. Deepak is currently living in Hyderabad, India and working for Cognizant IT company.

As Full-Stack Deveoper
10 Years
As Project Lead
3.6 Years
As Cloud Engineer - Azure
4 Years
As Solution Architect(+Cloud)
4 Years
As CSM Certified Scrum Master
2 Years
As Azure DevOps Engineer
1.5 Years
  • Cloud - Microft Azure, ML, Chat Bot, Azure Stack. [Public, Private & Hybrid Cloud],(IaaS, PaaS, SaaS, DRaaS, DaaS, IaC and etc.)
  • Project Management - Azure DevOps, Scrum and Agile, Waterfall Model
  • Development Tools - Visual Studio, VS Code, SQL Server, ML Studio, Android Studio
  • Deployment Tools - Azure DevOps, TFS
  • Administrative Programs/Technologies - PowerShell, R-Script, Shell
  • Back-end Programs/Technologies - C#.NET, VB.NET, ASP.NET, MVC, Web API, ASP.NET Core, ADO.NET, Entity Framework
  • Front-end Programs/Technologies - Angular 4-8, HTML5, CSS3, Javascript, Jquery
  • Database - SQL, MS Access

Focused Roles & Responsibility(Preference)

Project Leading

Cloud Engineering

DevOps Engineering

Full-Stack Dev

Looking for my complete Resume ?

my profession

Blogs

Writing from experience, study and research.

D.Log - My CLOUD-BASED Blog Portal & Library

This portal is dedicated to all my writings including blogs. The blog portal is developed and run on Microsoft Azure Cloud with a sub domain of this website(www.deepakjena.com). I call it my "online library".

Click Here to open Portal
My Blogs

Contact

Contact me by email, phone or skype, or whatsapp.

Business Card

Contact me